ଈପ୍‌ସିତ ପୃଥିବୀ

ବିଗତ ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ବକାଳ ଧରି ଓଡ଼ିଆ ସାରସ୍ବତ ଭଣ୍ତାରକୁ ସବୁ ଦିଗରୁ ରୁଦ୍ଧିମନ୍ତ କରି ଆସୁଥିବା ଜଣେ ପ୍ରଚଣ୍ଡ ପ୍ରତିଭାଧାରୀ ହେଲେ ଜଳଧର ସ୍ବାଇଁ ।
Publisher: Simon Dhar
Author: Simon Dhar
Digital (PDF)
INR 50.00

ଶିଶୁସାହିତ୍ଯ, କବିତା, ପ୍ରବନ୍ଧ, ଆଲୋଚନା, ଜୀବନୀ, ସାଧାରଣ ଜ୍ଞାନ ଏମିତି ବହୁ ଦିଗରେ ଦକ୍ଷ ଶ୍ରୀ ସ୍ବାଇଁ କୋରାପୁଟର ସତ୍ତା ସାହିତ୍ଯ ସଂସଦର ପ୍ରତିଷ୍ଠାତା । ତାଙ୍କ କବିତା ପୁସ୍ତକ ମଧ୍ୟରେ ରହିଛି - ଜହ୍ନର ସହର, ପ୍ରଶ୍ନବୃତ୍ତରେ ମତ୍ସ୍ଯଗନ୍ଧା, ଉଜୁଡା ପ୍ରୀତିର ସଜଡା ଗୀତି, ବିଷକନ୍ଯାର ବାର୍ତ୍ତାରେ ଋତୁ ଅଋତୁର ଗୀତ, ଏକ୍ଲା ମଣିଷର ଗୀତ, ପ୍ରୀତିପର୍ଣ୍ଣା, ବିଭାେର ଶ୍ରାବଣ ପ୍ରମୁଖ ।

‘ଈପ୍‌ସିତ ପୃଥିବୀ’ କବିତା ସଂକଳନରେ ସ୍ଥାନ ପାଇଥିବା କବିତାଗୁଡ଼ିକ ସମାରୋହ, ଆବର୍ତ୍ତ, ସହକାର, ନବପତ୍ର, ସିଦ୍ଧାନ୍ତ, କାବ୍ୟଲୋକ ସମୟର ଶଙ୍ଖନାଦ, ମୃଣ୍ମୟୀ, ସୁରଭି, ଆଇନା, ନାଗରା, ସ୍ପର୍ଶ, ଶ୍ୱେତ ସଂକେତ, ସହଯୋଗୀ, ପଞ୍ଚବଟୀ, ଦକ୍ଷିଣାଙ୍ଗ, ଅସ୍ତରାଗ, ବାଟୋଇ, ଅର୍ପଣ, ସପ୍ତଫେଣୀ, ମାଲ୍ୟବନ୍ତ, ବନଜ୍ୟୋତ୍ସ୍ନା, ବର୍ଷା, ବନପ୍ରଭା, ନିର୍ବାଣ, ନବଚେତନା, ବନବାଣୀ, ବିବର୍ତ୍ତନ, ଅରଣ୍ୟ ଆକାଶ, ବେଳାଧ୍ୱନି, ଭୂମିପୁତ୍ର, ସୁଲେଖା, ଏବଂ କବିତା, କବିତା କାନନ, କ୍ରାନ୍ତିଧାରା, ବାର୍ତ୍ତାଉର୍ମି, ରଣଭୂଇଁ, ଆମ ସହର ଆମଗାଁ, ପୁଷ୍ପରାଗ, ଶ୍ରୀବନପୁଷ୍ପ, ମୌସୁମୀ, ମୌର୍ଯ୍ୟ, ନବପଲ୍ଲବ, ଦୈନିକ-ଖୋଲାଦ୍ୱାର, ଦୈନିକ ସ୍ୱରାଜ୍ୟ, ରାଉରକେଲା ରିପୋର୍ଟର, ଦୈନିକ ଅନୁପମ ଭାରତ, ସାହିତ୍ୟ ଶ୍ୱେତପଦ୍ମା ସ୍ମରଣିକା, ଉତ୍କଳ ସାଂସ୍କୃତିକ ପରିଷଦ ସ୍ମରଣିକା, ଦୈନିକ ଦିନଲିପି, ଦୈନିକ ଆଶା ପ୍ରଭୃତି ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିଲା ।

Report an Error