ବାପୁ ବୋଲି ଥିଲା ପିଲାଟିଏ

ଗଳ୍ପ କଥନ ସହିତ ଆମ ଶିକ୍ଷା ବ୍ୟବସ୍ଥାର ସମ୍ପର୍କ ବହୁ ପୁରୁଣା । ଆଜିର ସମୟରେ ଗପ ଓ ଶିକ୍ଷାର ଗତି ଅଲଗା ହୋଇ ଯାଉଛି କି ? ସେଇ ପ୍ରସଙ୍ଗରେ ଏଇ କଥା ।


ବାପୁ ସହ ମୋର ଭେଟ ହେବା ବେଳକୁ ସେ ଖୁବ୍ ଛୋଟ । ବୋର୍ଡିଙ୍ଗରେ ରହୁଥାଏ । ଯେତିକି ଉଦ୍ଭଟ ପ୍ରଶ୍ନ ସବୁତକ ତାଆରି ମୁଣ୍ଡରେ । ଶିକ୍ଷକମାନେ ବିରକ୍ତ ହୋଇଯାଆନ୍ତି ବୋଲି ମୋ ଦେଖା ପାଇଲା ମାତ୍ରେ ଆସି ପଚାରେ । ମୁଁ ଜାଣିଥିଲେ କହିଦିଏ, ନହେଲେ ମନା କରେ । ଜାଣିନଥିବା କଥାକୁ ମିଛସତ ଯୋଡ଼ି ପିଲାଙ୍କୁ କହିବା ବାବଦରେ ମୁଁ ଖୁବ୍ ବିରୋଧୀ । ପିଲାଙ୍କ

To continue reading "ବାପୁ ବୋଲି ଥିଲା ପିଲାଟିଏ", login now.

This page has been protected for subscriber only and it is free to subscribe.

Report an Error