ଅଖିଳ ମୋହନ ପଟ୍ଟନାୟକ, ଏକ ବିଚାର

ଆଜି ଓଡିଆ କଥାସାହିତ୍ୟର ଅନନ୍ୟ ଓ ଅତୁଳନୀୟ କଥାଶିଳ୍ପୀ ଅଖିଳ ମୋହନ ପଟ୍ଟନାୟକଙ୍କ ଜନ୍ମଦିନ। ଓଡିଆ ସାହିତ୍ୟରେ ନିଜର ନିଆରା ଶୈଳୀ ଓ ଭାବ ବିନ୍ୟାସ ପାଇଁ ପରିଚିତ ଏହି ମହାନ କଥାନାୟକଙ୍କୁ ଆମର ବିନମ୍ର ଶ୍ରଦ୍ଧାଞ୍ଜଳି


ଆଜି ଅଖିଳ ମୋହନ ପଟ୍ଟନାୟକ ବଞ୍ଚିଥିଲେ ତାଙ୍କୁ ୯୪ ପୂରି ୯୫ ବର୍ଷ ଚାଲିଥାନ୍ତା । ହେଲେ ସେ ଏ ପୃଥିବୀରୁ ବିଦାୟ ନେଇଗଲେଣି ୩୯ ବର୍ଷ ତଳୁ । ତେବେ ବୟସ କେବଳ ଏକ ସଂଖ୍ୟା ମାତ୍ର । ଅଖିଳ ମୋହନ ପଟ୍ଟନାୟକ ଦେହ ଘେନି ଥିବା କି ନଥିବା ସହିତ ତାଙ୍କ କଥାକାର ସତ୍ତାର କିଛି ସମ୍ପର୍କ ନାଇଁ । ସେ ଗପ ଭିତରେ ଜୀବନ ହୋଇ

To continue reading "ଅଖିଳ ମୋହନ ପଟ୍ଟନାୟକ, ଏକ ବିଚାର", login now.

This page has been protected for subscriber only and it is free to subscribe.

Report an Error