ଷ୍ଟ୍ରେସ ଆଉଟ

ମନ ଭିତରେ ବହୁତ କଥା ଗୋଳେଇ ଘାଣ୍ଟି ହେଉଛି, କାହାକୁ କିଛି କହିପାରୁନି କି ସହି ବି ପାରୁନି


ମନ ଭିତରେ ବହୁତ କଥା ଗୋଳେଇ ଘାଣ୍ଟି ହେଉଛି, କାହାକୁ କିଛି କହିପାରୁନି କି ସହି ବି ପାରୁନି । ଭାବିଲି କିଛି ଲେଖିଦେଲେ ମନଟା ଟିକିଏ ତ ହାଲୁକା ଲାଗିବ । ଦୀର୍ଘ 10 ବର୍ଷରୁ ଉର୍ଦ୍ଧ୍ଵ ଧରି ମୁଁ ଘରୋଇ ତଥା ପ୍ରାଇଭେଟ କମ୍ପାନୀରେ କାର୍ଯ୍ୟରତ । ଏତେ ବର୍ଷର ଅଭିଜ୍ଞତା ପରେ ବି ମୋତେ ଲାଗୁଚି ଯେ ମୁଁ କୌଣସି ଜାଗାରେ ବୋଧେ ପ୍ରଥମଥର ପାଇଁ

To continue reading "ଷ୍ଟ୍ରେସ ଆଉଟ", login now.

This page has been protected for subscriber only and it is free to subscribe.

Report an Error