ଓଡ଼ିଶା, ମୋ ରାଜ୍ୟ । ବୀର ପ୍ରସବିନୀ । କଳା ଓ ସଂସ୍କୃତିର ରାଜ୍ୟ । ପୁଣି ସେ ରତ୍ନଗର୍ଭା । ପାହାଡ଼, ନଦୀ, ସାଗର ପରିବେଷ୍ଟିତ ମୋ ରାଜ୍ୟ ଓଡ଼ିଶା । ଏଠି ଅଛି ଦେଓମାଳୀ ପରି ଉଚ୍ଚତମ ଶୃଙ୍ଗ ପୁଣି ଅଛି ଏଠି ବଙ୍ଗୋପସାଗର । ଏଠି ଅଛି ଶସ୍ୟଶ୍ୟାମଳା ଘଞ୍ଚ ଜଙ୍ଗଲ ଆଉ ଏଠି ଅଛି କଂକ୍ରିଟର ସହର । ସହରୀ ଆଉ ଗ୍ରାମୀଣ ରଙ୍ଗରେ
To continue reading "ମୋ ଓଡ଼ିଶା", login now.
This page has been protected for subscriber only and it is free to subscribe.